ଲତିକା ଫୁଟାଇଲେ ବାଣ କହିଲେ ରଞ୍ଜିତା ବିଭୀଷଣ | Odisha Reporter
Advertisment
ଚରମ ସୀମାରେ ପହଞ୍ଚିଛି ବିଜେଡି କଳି। ପରାଜୟକୁ ନେଇ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ମୁହଁ ଖୋଲୁଛନ୍ତି। ସିଧା ସୁପ୍ରିମୋଙ୍କ ନିକଟରେ ପରାଜୟ ପାଇଁ କିଛି ନେତାଙ୍କୁ ଦାୟୀ କରୁଛନ୍ତି। ସେହିପରି ଭାବରେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡିର ପରାଜୟ ପାଇଁ ଆସ୍କାର ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us