Advertisment

ରାଗିଲେଣି ଅନୁଭବ, ମାଗିଲେଣି ଟିକଟ!

ଆଉ ଅପେକ୍ଷା ନାହିଁ, ଏଥର ଦିଅ ନ ହେଲେ ନାମ ନିଅ ଭଳି ଲାଗୁଛି। ପୂରା ରାଗିଲେଣି ବାବୁ ଅନୁଭବ ପଟ୍ଟନାୟକ। ସିଧା ସିଧା ଟାର୍ଗେଟ୍ କଲେଣି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ। ମୁଖ୍ୟମନ୍ତ୍ରୀଙ୍କୁ ତ ଏଥିପାଇଁ ଦୋଷ ଦେଇପାରିବେନି, ତାଙ୍କ ସିଧା ଟାର୍ଗେଟରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଓଡ଼ିଶା ରିପୋର୍ଟର ଏକ କଣ୍ଟେଣ୍ଟକୁ ନିଜ ସୋସିଆଲ୍ ମିଡିଆ ପେଜରେ ଆଟାଚ୍ କରି ଅନୁଭବ ବାବୁ କ’ଣ ଲେଖିଛନ୍ତି ଦେଖନ୍ତୁ।

Naveen Patnaik BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe