Advertisment

ଆନ୍ଧ୍ରପ୍ରଦେଶ ରେଜଲ୍ଟ: ବିଧାନସଭା ଓ ଲୋକସଭା ଆସନରେ ଆଗେଇ ଚାଲିଛି ଟିଡିପି

ସକାଳ 9ଟା ଗଣତି ସୁଦ୍ଧା ତେଲୁଗ ଦେଶମ ପାର୍ଟି (TDP) ଆଗେଇ ଚାଲିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ 9ଟା ଗଣତି ସୁଦ୍ଧା ତେଲୁଗ ଦେଶମ ପାର୍ଟି (TDP) ଆଗେଇ ଚାଲିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

TDP ବିଧାନସଭା ପ୍ରାର୍ଥୀ ଜି ବୁଚ୍ଚାହି ଆଗେଇ ଚାଲିଛନ୍ତି। ସେ ରାଜହମୁନ୍ଦ୍ରୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଲୋକସଭା ଆସନରେ ମଧ୍ୟ ଆଗରେ ରହିଛି TDP। ଦଳ 9ଟି ଆସନରେ ଆଗେଇ ଚାଲିଥିବା ବେଳେ YSR କଂଗ୍ରେସ ତିନୋଟି ଆସନରେ ଆଗରେ ରହିଛି। 

ପ୍ରକାଶ ଥାଉକି, ଆଜି ଆନ୍ଧ୍ରପ୍ରଦେଶର 25 ଲୋକସଭା ଓ 175ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି। ରାଜ୍ୟରେ ଶାସକ YSR କଂଗ୍ରେସ ଏବଂ ଟିଡିପି-ବିଜେପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର YSR କଂଗ୍ରେସ ସତ୍ତାରେ ରହିବା ନା ଗାଦିଚ୍ୟୁତ ହେବ, ତା ଉପରେ ନଜର।

Advertisment
AP 2024 Election Results AP Assembly Result AP Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe