Advertisment

ଭ୍ରଷ୍ଟାଚାରର ପର୍ଯ୍ୟଟନସ୍ଥଳୀ ଡେରାସ୍ ଜମି ଦୁର୍ନୀତି

ଡେରାସ ଜମି ଦୁର୍ନୀତିରେ ସରକାରୀ ଅଧିକାରୀ ନୁହେଁ ବରଂ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ଅପରାଜିତା ।

author-image
Manoj Swain

ସାଂସଦ ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର। ଡେରାସ୍ ଜମି ଦୁର୍ନୀତିରେ ସରକାରୀ ଅଧିକାରୀ ନୁହେଁ ବରଂ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ଅପରାଜିତା । ସାମ୍ରାଜ୍ୟରେ ଯଦି କିଛି ଭୁଲ ହୁଏ, ତ୍ରୁଟି ହୁଏ ଓ ଅନ୍ୟାୟ ହୁଏ ସେଥିପାଇଁ ତୃତୀୟ ମହଲାର କର୍ମଚାରୀଙ୍କୁ ଦାୟୀ କରନ୍ତୁନି, ବରଂ ସେଥିଲାଗି ରାଜ୍ୟର ମୁଖିଆ ଦାୟୀ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ।

Advertisment
Odisha Bhubaneswar Bjp MP Aparajita Sarangi