ସୁଲୋଚନା ଆସିଲେନି ମାଇଲେଜ୍ ନେଲେ ଅପରାଜିତା

ଶବଦାହ ଗୃହ ଉଦଘାଟନ କାର୍ଯ୍ୟକ୍ରମକୁ ବିଏମ୍‌ସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କେହି ନ ଆସିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। କହିଲେ, ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାରର ବିବେକ, ୫ କୋଟିର ଏତେବଡ଼ କାର୍ଯ୍ୟକ୍ରମ, କିନ୍ତୁ ବିଏମ୍‌ସିରୁ କେହି ଆସିଲେନି ।

Manoj Swain
  • Published: Saturday, 19 August 2023
  • Updated: 19 August 2023, 11:31 AM IST

ଅବସର ଥିଲା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ ଉତ୍ସବର । ଅଧିକାରୀମାନେ ମେୟରଙ୍କୁ ଭେଟି ଦେଇଥିଲେ ନିମନ୍ତ୍ରଣ କହିଥିଲେ ଚାବି ନେଇ ଚଲାଅ । ଅପରାଜିତା କହିଲେ ମୋଦି ଏବଂ ଧର୍ମେନ୍ଦ୍ର କ୍ରେଡିଟ ନେଇଯିବେ ବୋଲି ଆସିଲେନି ମେୟର ।ଲୋକଙ୍କ ମଙ୍ଗଳ କାର୍ଯ୍ୟରେ ଏଭଳି ରାଜନୀତି ହେବା ଅନୁଚିତ କହିଲେ ଅପରାଜିତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos