ଅଦ୍ୟତନ ହୋଇଛି
ସୁଲୋଚନା ଆସିଲେନି ମାଇଲେଜ୍ ନେଲେ ଅପରାଜିତା | Sulochana\'s absent gives Mileage Aparajita | Odisha Reporter
Advertisment
ଅବସର ଥିଲା ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ ଉତ୍ସବର । ଅଧିକାରୀମାନେ ମେୟରଙ୍କୁ ଭେଟି ଦେଇଥିଲେ ନିମନ୍ତ୍ରଣ କହିଥିଲେ ଚାବି ନେଇ ଚଲାଅ । ଅପରାଜିତା କହିଲେ ମୋଦି ଏବଂ ଧର୍ମେନ୍ଦ୍ର କ୍ରେଡିଟ ନେଇଯିବେ ବୋଲି ଆସିଲେନି ମେୟର ।ଲୋକଙ୍କ ମଙ୍ଗଳ କାର୍ଯ୍ୟରେ ଏଭଳି ରାଜନୀତି ହେବା ଅନୁଚିତ କହିଲେ ଅପରାଜିତା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us