Advertisment

ବର୍ଷାରେ ଭିଜି ପଦଯାତ୍ରା କଲେ ଅପରାଜିତା

ଆଜି ଖୋର୍ଦ୍ଧାର ଏକ ଗାଁରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି ଅପରାଜିତା।

author-image
Manoj Swain

ବର୍ଷାରେ ଭିଜି ପଦଯାତ୍ରା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ଖୋର୍ଦ୍ଧାର ଏକ ଗାଁରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି ଅପରାଜିତା। ଦେଖନ୍ତୁ ଦୃଶ୍ୟ।

Advertisment
Odisha Bjp