‘ଏଥର ଜନତା ମୋ ପାଇଁ ନିର୍ବାଚନ ଲଢ଼ିବେ\' | Odisha Reporter
ବିଜେପି ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ଭୁବନେଶ୍ୱରରୁ ଲଢିବେ ଅପରାଜିତା ଷଡଙ୍ଗୀ। ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ଅପରାଜିତା ଷଡଙ୍ଗୀ ଶୁଣନ୍ତୁ..
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
