Advertisment

ପଟ୍ଟା ନୁହେଁ, କେବଳ କାଗଜ

ସବୁଠି ରାଜ୍ୟ ସରକାର ବଡ଼ ବଡ଼ ଜାଗା ମିଶନ ହୋର୍ଡିଂ ଲଗାଇଛନ୍ତି। ହେଲେ ବସ୍ତିବାସିନ୍ଦାଙ୍କୁ ଧରେଇ ଦେଇଛନ୍ତି ଫଲ୍ସ ପଟ୍ଟା।

Advertisment

‘ଜାଗା ମିଶନ ନାଁରେ ଧୋକ୍କା। ଫଲ୍ସ ପଟ୍ଟା ଭାଙ୍ଗିବ ବିଜେଡିର ବସ୍ତି ଭୋଟ ବ୍ୟାଙ୍କ।’ ସାଲିଆ ସାହି ସମାବେଶରେ କିଛି ଏମିତି ଢଙ୍ଗରେ ବିଜେଡି ସରକାରଙ୍କୁ ଆକ୍ରମଣ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ସବୁଠି ରାଜ୍ୟ ସରକାର ବଡ଼ ବଡ଼ ଜାଗା ମିଶନ ହୋର୍ଡିଂ ଲଗାଇଛନ୍ତି। ହେଲେ ବସ୍ତିବାସିନ୍ଦାଙ୍କୁ ଧରେଇ ଦେଇଛନ୍ତି ଫଲ୍ସ ପଟ୍ଟା। ଏସବୁ ପଟ୍ଟା ନୁହେଁ କେବଳ କାଗଜ। 

Advertisment
Aparajita Sarangi 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe