Advertisment

'ବିଜୁଜନତା ଦଳର 70% ଲୋକ ମୋ ସହ ଅଛନ୍ତି'

ବିଜେପିରେ ମିଶିଲେ ଜୟଦେବ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ।

author-image
Manoj Swain

ବିଜେପିରେ ମିଶିଲେ ଜୟଦେବ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ । ବିଜେପି ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲିଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ କର୍ମୀ ସାମିଲ ହୋଇଛନ୍ତି । ତେବେ ଏହାକୁ ନେଇ ଅରବିନ୍ଦ ଢାଲି କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp