\'ବିଜୁଜନତା ଦଳର 70% ଲୋକ ମୋ ସହ ଅଛନ୍ତି\' | Arabinda Dhali Joins BJP | BJP Mishrana Parba |Odisha Reporter
Advertisment
ବିଜେପିରେ ମିଶିଲେ ଜୟଦେବ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ । ବିଜେପି ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲିଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ କର୍ମୀ ସାମିଲ ହୋଇଛନ୍ତି । ତେବେ ଏହାକୁ ନେଇ ଅରବିନ୍ଦ ଢାଲି କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us