ଏବେ କାହା ପାଳି ? | Odisha Reporter
ରଥଯାତ୍ରାରେ ବଡ ବିଭ୍ରାଟ ପଛରେ ରହିଛି ବଡ ଅବହେଳା। ଏହା ଜାଣିବା ପରେ ସରକାର ନେଲେ ପ୍ରଥମ କାର୍ଯ୍ୟାନୁଷ୍ଠାନ। ପ୍ରଥମ ଦଫାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ପଦରୁ ହଟିଛନ୍ତି ବୀର ବିକ୍ରମ, ତାଙ୍କ ସ୍ଥାନ ନେଇଛନ୍ତି ଅରବିନ୍ଦ ପାଢ଼ୀ। ଘଟଣା ଦିନ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିବା କଥା ହେଲେ ସେ କିନ୍ତୁ ସ୍ଥାନରେ ନଥିଲେ। ଏପରିକି ସେ ପୁରୀ ଛାଡି ଭୁବନେଶ୍ୱରରେ ଥିବା କଥା କୁହାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
