Advertisment

ବିଦା ହେଲେ ବୀର ବିକ୍ରମ ଯାଦବ, ଅରବିନ୍ଦ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର।

Advertisment

ରଥଯାତ୍ରାରେ ବଡ ବିଭ୍ରାଟ ପଛରେ ରହିଛି ବଡ ଅବହେଳା। ଏହା ଜାଣିବା ପରେ ସରକାର ନେଲେ ପ୍ରଥମ କାର୍ଯ୍ୟାନୁଷ୍ଠାନ। ପ୍ରଥମ ଦଫାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ପଦରୁ ହଟିଛନ୍ତି ବୀର ବିକ୍ରମ, ତାଙ୍କ ସ୍ଥାନ ନେଇଛନ୍ତି ଅରବିନ୍ଦ ପାଢ଼ୀ। ଘଟଣା ଦିନ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିବା କଥା ହେଲେ ସେ କିନ୍ତୁ ସ୍ଥାନରେ ନଥିଲେ। ଏପରିକି ସେ ପୁରୀ ଛାଡି ଭୁବନେଶ୍ୱରରେ ଥିବା କଥା କୁହାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe