Advertisment

ବିଜେଡି ନେତା ଭ୍ରମିତ କରୁଛନ୍ତି: ମନ୍ତ୍ରୀ

ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପ ମନ୍ତ୍ରୀଙ୍କ ମନ୍ତବ୍ୟ ।

author-image
Manoj Swain

ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପ ମନ୍ତ୍ରୀଙ୍କ ମନ୍ତବ୍ୟ । ମିତ୍ତଲ ଓଡ଼ିଶାରୁ ଯିବା ନେଇ କୌଣସି ସମ୍ଭାବନା ନାହିଁ କହିଲେ ସଂପଦ ସ୍ବାଇ ।

Advertisment
Odisha Odisha Minister