Advertisment

ସ୍ବାଭିମାନୀ ଅରିନ୍ଦମ ବିଜେଡିରେ ଅଛନ୍ତି କିନ୍ତୁ ବିଜେପି ଓ କଂଗ୍ରେସ ସହ ବୁଲୁଛନ୍ତି

କଂଗ୍ରେସ ନେତା ମୋକିମ ସହ ଚାଲି ଚାଲି ବୁଲିଲେ ପୁଣି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ପଦଯାତ୍ରାରେ ସାମିଲ ହେଲେ ।

author-image
Manoj Swain

ସିନେ ଷ୍ଟାର ତଥା ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟ। ନିର୍ବାଚନ ପୂର୍ବରୁ ବଳ ଦେଖା ପ୍ରତିଯୋଗିତାରେ ମାତିଗଲେଣି। ଗତକାଲି ସୁଭାଷ ଜୟନ୍ତୀ ଅବସରରେ ତାକତ ଦେଖାଇଛନ୍ତି ଅରିନ୍ଦମ। କଂଗ୍ରେସ ନେତା ମୋକିମ ସହ ଚାଲି ଚାଲି ବୁଲିଲେ ପୁଣି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ପଦଯାତ୍ରାରେ ସାମିଲ ହେଲେ । ଆଉ ସନ୍ଧ୍ୟାରେ ଏକା ଏକା କଲେ ସ୍ବାଭିମାନ ଯାତ୍ରା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp Cuttack Congress Odisha