Advertisment

ଅରୁପ ପଟ୍ଟନାୟକଙ୍କ ଖୋଲା ଧମକ

ଜୟନାରାୟଣ ମିଶ୍ରଙ୍କୁ ଧମକ ଦେଲେ ବିଜେଡି ନେତା ଅରୂପ ପଟ୍ଟନାୟକ। କହିଲେ, ଆମ ଭଳିଆ ଲୋକଙ୍କ ହାବୁଡରେ ସିଏ ପଡିନି । ମୋର ଏବେ ୟୁନିଫର୍ମ ନାହିଁ । କିନ୍ତୁ ମୋ ହାବୁଡେ ପଡିଯାଉ, ତା ଅବସ୍ଥା କଣ ହେବ।

author-image
Manoj Swain

ଜୟନାରାୟଣ ମିଶ୍ରଙ୍କୁ ଧମକ ଦେଲେ ବିଜେଡି ନେତା ଅରୂପ ପଟ୍ଟନାୟକ। କହିଲେ- ଆମ ଭଳିଆ ଲୋକଙ୍କ ହାବୁଡରେ ସିଏ ପଡିନି, ମୋର ଏବେ ୟୁନିଫର୍ମ ନାହିଁ, କିନ୍ତୁ ମୋ ହାବୁଡରେ ପଡିଯାଉ, ତା ଅବସ୍ଥା କଣ ହେବ।

Advertisment
Odisha Politics Bjd Politics