ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ନବୀନ ନିବାସରେ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ପହଞ୍ଚିଲେ ବିଜେଡି ନେତା। ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ବିଜେଡି ନେତା। ତେବେ ଏହାକୁ ନେଇ ଅରୂପ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।