ବବିଙ୍କ ବିଳାସପୂର୍ଣ୍ଣ ସୁଡଙ୍ଗ ଘର !

ଅଣ୍ଡରଗ୍ରାଉଣ୍ଡ୍ ଘର ପଛପଟେ ଥିଲା ଏକ ଉଡ୍ କଟେଜ୍ ! ଲୋକେ କହୁଛନ୍ତି କୁଆଡ଼େ ଦେଖିଲା ଭଳିଆ ଥିଲା ବବିଙ୍କ ଉଡ୍ କଟେଜ୍ । ଅଣ୍ଡରଗ୍ରାଉଣ୍ଡ୍ ଘରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା !

Manoj Swain
  • Published: Tuesday, 25 June 2024
  • Updated: 25 June 2024, 05:05 PM IST

ସରକାରୀ କ୍ବାର୍ଟରରେ ବବିଙ୍କ ବିଳାସପୂର୍ଣ୍ଣ ସୁଡ଼ଙ୍ଗ ଘର ! ସୁଡ଼ଙ୍ଗ ଘରେ ଥିଲା ବବିଙ୍କ ଜିମ୍, ସୁଇମିଂଫୁଲ, ରେଷ୍ଟୁରାଣ୍ଟ ! ଅଣ୍ଡରଗ୍ରାଉଣ୍ଡ୍ ଘର ପଛପଟେ ଥିଲା ଏକ ଉଡ୍ କଟେଜ୍ ! ଲୋକେ କହୁଛନ୍ତି କୁଆଡ଼େ ଦେଖିଲା ଭଳିଆ ଥିଲା ବବିଙ୍କ ଉଡ୍ କଟେଜ୍ । ଅଣ୍ଡରଗ୍ରାଉଣ୍ଡ୍ ଘରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା ! ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ କରିଥିଲା କି ? ବବି ଦୁଇଟି କ୍ବାର୍ଟରକୁ ଏକ କରି କୁଆଡ଼େ କରିଥିଲେ ବିରାଟ ବଡ଼ ବଙ୍ଗଳା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos