ବବିଙ୍କ ବିଳାଶପୂର୍ଣ୍ଣ ସୁଡଙ୍ଗ ଘର! | Bobby Das Luxury house | BJD Leader | Bhubaneswar | Odisha Reporter
ସରକାରୀ କ୍ବାର୍ଟରରେ ବବିଙ୍କ ବିଳାସପୂର୍ଣ୍ଣ ସୁଡ଼ଙ୍ଗ ଘର ! ସୁଡ଼ଙ୍ଗ ଘରେ ଥିଲା ବବିଙ୍କ ଜିମ୍, ସୁଇମିଂଫୁଲ, ରେଷ୍ଟୁରାଣ୍ଟ ! ଅଣ୍ଡରଗ୍ରାଉଣ୍ଡ୍ ଘର ପଛପଟେ ଥିଲା ଏକ ଉଡ୍ କଟେଜ୍ ! ଲୋକେ କହୁଛନ୍ତି କୁଆଡ଼େ ଦେଖିଲା ଭଳିଆ ଥିଲା ବବିଙ୍କ ଉଡ୍ କଟେଜ୍ । ଅଣ୍ଡରଗ୍ରାଉଣ୍ଡ୍ ଘରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା ! ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ କରିଥିଲା କି ? ବବି ଦୁଇଟି କ୍ବାର୍ଟରକୁ ଏକ କରି କୁଆଡ଼େ କରିଥିଲେ ବିରାଟ ବଡ଼ ବଙ୍ଗଳା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
