Advertisment

କଂଗ୍ରେସ ହାରିବାର କାରଣ ବଖାଣିଲେ ଅଶୋକ ଗେହଲଟ୍

ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍।

author-image
Manoj Swain

ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ରାଜସ୍ଥାନରେ କଂଗ୍ରେସର ପରାଜୟ ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରତିକ୍ରିୟା। କହିଲେ, 'ଜନତାଙ୍କ ମତ ଭଗବାନଙ୍କ ମତ। ସେବାର ସଉକ୍ ପିଲାବେଳୁ ଥିଲା, ଏବେ ବି ସେବା କରିବି।' ତେବେ ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ବିଜେପି ୧୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ କବାଜ କରିଛନ୍ତି। କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment
Election Results Assembly Election Rajasthan Ashok Gehlot