ଚର୍ଚ୍ଚାରେ ସୁବାସିନୀଙ୍କ ମୋବାଇଲ ସୁଇଚ୍ ଅଫ୍ ଘଟଣା | Odisha Reporter
ଚର୍ଚ୍ଚାରେ ବିଜେଡି ନେତ୍ରୀ ସୁବାସିନୀ ଜେନା । ଭୁବନେଶ୍ବରରୁ ଫେରିବା ପରେ ତାଙ୍କ ମୋବାଇଲ ସୁଇଚ୍ ଅଫକୁ ନେଇ ଚର୍ଚ୍ଚା ହୋଇଥିଲା। ଚର୍ଚ୍ଚା ହେଉଛି ବସ୍ତା ନିର୍ବାଚନ ମଣ୍ତଳୀ ପାଇଁ ନୁହେଁ ବରଂ ଏମପି ହେବା ପାଇଁ ତାଙ୍କୁ କୁହାଯାଇଛି ! ସେପଟେ ରବୀନ୍ଦ୍ର ଜେନା କହିଲେ କାହାକୁ ଟିକେଟ୍ ମିଳିବ ନା ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ବିଜେପିରୁ ଏଥର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
