Advertisment

ଚର୍ଚ୍ଚାରେ ସୁବାସିନୀଙ୍କ ମୋବାଇଲ ସୁଇଚ୍ ଅଫ୍ ଘଟଣା

ସେପଟେ ରବୀନ୍ଦ୍ର ଜେନା କହିଲେ କାହାକୁ ଟିକେଟ୍ ମିଳିବ ନା ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ବିଜେପିରୁ ଏଥର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର।

ଅଦ୍ୟତନ ହୋଇଛି
Advertisment

ଚର୍ଚ୍ଚାରେ ବିଜେଡି ନେତ୍ରୀ ସୁବାସିନୀ ଜେନା । ଭୁବନେଶ୍ବରରୁ ଫେରିବା ପରେ ତାଙ୍କ ମୋବାଇଲ ସୁଇଚ୍ ଅଫକୁ ନେଇ ଚର୍ଚ୍ଚା ହୋଇଥିଲା। ଚର୍ଚ୍ଚା ହେଉଛି ବସ୍ତା ନିର୍ବାଚନ ମଣ୍ତଳୀ ପାଇଁ ନୁହେଁ ବରଂ ଏମପି ହେବା ପାଇଁ ତାଙ୍କୁ କୁହାଯାଇଛି ! ସେପଟେ ରବୀନ୍ଦ୍ର ଜେନା କହିଲେ କାହାକୁ ଟିକେଟ୍ ମିଳିବ ନା ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ବିଜେପିରୁ ଏଥର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର।

Advertisment
BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe