Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ' କହି ସମ୍ବୋଧନ କଲେ ସାଂସଦ ପ୍ରମିଳା ବିଷୋଇ

ଗତକାଲି ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆମ ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି।

Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ' କହି ସମ୍ବୋଧନ କଲେ ସାଂସଦ ପ୍ରମିଳା ବିଷୋଇ। ଗତକାଲି ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆମ ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଷୋଇ ଓ ବିଧାୟିକା ମଞ୍ଜୁଳା ସ୍ବାଇଁ ଯୋଗ ଦେଇ ଆମ ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Ganjam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe