Advertisment

କିଏ ଜିତିବ ଆସ୍କା ?

ରଞ୍ଜିତା ସାହୁ ଆସ୍କା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି।

Advertisment

ରଞ୍ଜିତା ସାହୁ ଆସ୍କା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ରଞ୍ଜିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କା ଆସନରୁ ହିଁ ରାଜନୀତିରେ ପାଦ ଥାପିଥିଲେ । ରଞ୍ଜିତା ସାହୁଙ୍କ ପାଇଁ ଏଥର ନିର୍ବାଚନ କେତେ ଚ୍ୟାଲେଞ୍ଜିଂ ରହିବ ? ଏନେଇ ସେ କଣ କହୁଛନ୍ତି ଶୁଣନ୍ତୁ ।

Advertisment
Odisha BjD Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe