ନବୀନ ନିବାସରେ 10 ହଜାରର କାଉଣ୍ଟଡାଉନ୍ | Odisha Reporter
Advertisment
ନବୀନ ନିବାସରେ ଆଶାୟୀଙ୍କ ଭିଡ଼। ଟିକେଟ ପାଇଁ ଲବି ଜୋରଦାର। ୧୦ ହଜାର ଆଶାୟୀଙ୍କ ପରେ ବି ପ୍ରତିଦିନ ବଢ଼ିଚାଲିଛି ଆବେଦନ। କିଏ ବାୟୋଡାଟା ସହ ଆସିଛି ତ କିଏ ସାଙ୍ଗରେ ବିଭିନ୍ନ ସଙ୍ଗଠନକୁ ଆଣି ଦମ୍ ଦେଖାଇବା ଚେଷ୍ଟାରେ। ନବୀନ ଓ ପାଣ୍ଡିଆନଙ୍କୁ ଧନ୍ୟବାଦ ଆଳରେ ଟିକେଟ ପାଇଁ କସରତ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us