ଆସାମ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି: ଓଡ଼ିଶାରେ ବିଜେପି ଗଢ଼ିବ ସରକାର, ଶପଥ ସମାରୋହକୁ ଆସିବି

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ବିଜେପି ରାଜ୍ୟ କାର୍ଯ୍ୟାଳୟ ହେଉଛି ମୋ ପାଇଁ ମନ୍ଦିର । ସେଥିପାଇଁ ଦର୍ଶନ କରିବାକୁ ଆସିଥିଲି।

BJP

ବିଜେପି କାର୍ଯ୍ୟାଳୟରେ ହିମନ୍ତ ବିଶ୍ୱ ଶର୍ମା

Ordigital Desk
  • Published: Saturday, 13 January 2024
  • Updated: 13 January 2024, 08:39 PM IST

Sports

Latest News

ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଆଉ ଶପଥ ସମାରୋହରେ ସାମିଲ ହେବାକୁ ପୁଣିଥରେ ଓଡ଼ିଶା ଆସିବି । ଆଜି ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ‘ଓଟିଭି’ର ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ।

ସେଠାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ବିଜେପି ରାଜ୍ୟ କାର୍ଯ୍ୟାଳୟ ହେଉଛି ମୋ ପାଇଁ ମନ୍ଦିର । ସେଥିପାଇଁ ଦର୍ଶନ କରିବାକୁ ଆସିଥିଲି । ବିଜେପି ଆଗାମୀ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଯୁକ୍ତି ବାଢ଼ି କହିଥିଲେ ଯେ, ୨୦୧୯ ନିର୍ବାଚନରେ ବିଜେପିକୁ ଲୋକସଭାରେ ୩୮ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଲୋକ ଭୋଟ ଦେଇଥିଲେ । ଯଦି ଓଡ଼ିଶାରେ ନବୀନ ବ୍ରାଣ୍ଡ ଅଛି ତାହାଲେ ବିଜେପିକୁ ୩୮ପ୍ରତିଶତ ଭୋଟ କେମିତି ମିଳିଲା?

Also Read

ଓଡ଼ିଶାର ଯେଉଁ ବ୍ରାଣ୍ଡ ଅଛି ତାହାର ନେଗେଟିଭ ବ୍ରାଣ୍ଡ ମଧ୍ୟ ଅଛି । ୧କୋଟି ଲୋକ ଗୋଟିଏ ପାର୍ଟି ବା ଅନୁଷ୍ଠାନକୁ ବ୍ରାଣ୍ଡ ମାନୁନାହାନ୍ତି । ଗତଥର ମାତ୍ର ୪ ପ୍ରତିଶତ ଭୋଟ ବ୍ୟବଧାନ ଥିଲା ।  ଆଉ ଯେଉଁ ଏକ କୋଟି ଲୋକ କାହାରିକୁ ବ୍ରାଣ୍ଡ ମାନୁନାହାନ୍ତି ୨୦୨୪ ସାଧାରଣ ନିର୍ବାଚନରେ ସେଥିରୁ ୩୦ରୁ ୩୫ଲକ୍ଷ ଭୋଟ୍ ଆସିବା ପାଇଁ କେତେ ସମୟ ଲାଗିବ ବୋଲି ସେ କହିଛନ୍ତି।

ତେଣୁ ୫ବର୍ଷରେ ମୋଦିଜୀ ଓଡ଼ିଶାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେଥିରେ ଆପେଆପେ ଆଉ ୪ ପ୍ରତିଶତ ଭୋଟ୍ ଆସିବାକୁ ସମୟ ଲାଗିବ ନାହିଁ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଜନା ଦ୍ୱାରା ଓଡ଼ିଶାରେ ନିର୍ବାଚନ ଲଢ଼ାଯିବ । ସେଥିପାଇଁ ଓଡ଼ିଶାର ଲୋକେ ବିଜେପିକୁ ସେବା କରିବାର ସୁଯୋଗ ଦେବେ ଓ ଏହି ସୁଯୋଗର ଆଶୀର୍ବାଦ ଜଗନ୍ନାଥ ହିଁ କରିବେ । ଆଉ ଓଡ଼ିଶାରେ ବିଜେପି ସରକାର କରିବ ଓ ସେହି ଶପଥ ଗ୍ରହଣ ସମାରୋହରେ ମୋତେ ଆସିବାକୁ ପଡ଼ିବ ବୋଲି ଶ୍ରୀ ବିଶ୍ୱଶର୍ମା ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।

ଅନ୍ୟ ରାଜନୀତିକ ଦଳ ଭଳି ବିଜେପି କୌଣସି ଜଣେ ବ୍ୟକ୍ତିଙ୍କୁ ଆଧାର କରି କାମ କରେ ନାହିଁ । ବିଜେପି ସଂଗଠନ ଆଧାରିତ ଦଳ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସାମୁହିକ ନେତୃତ୍ୱରେ ବିଜେପି ସରକାର କରିବ । କଂଗ୍ରେସ ଜୀବନସାରା ପାପ କରିଛି । ରାମ ମନ୍ଦିର ନହେବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର କରିଥିଲା । ଏହାପରେ ବି ବିିଶ୍ୱ ହିନ୍ଦୁ ପରିଷଦ ବଡ଼ପଣ ଦେଖାଇ କଂଗ୍ରେସକୁ ନିମନ୍ତ୍ରଣ କରିଛି । ବିଜେପି ସେମାନଙ୍କ ପାପମୋଚନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ଚାହୁଁନାହାନ୍ତି । କଂଗ୍ରେସ ଯଦି ରାମ ମନ୍ଦିର ଦର୍ଶନ କରିବ ତାହାଲେ ପାପ କମ୍ ହୋଇଯିବ । ଯିଏ ରାମଙ୍କ ସାଙ୍ଗରେ ଅନ୍ୟାୟ କରୁଛନ୍ତି ସେ ଭାରତ ସାଙ୍ଗରେ କିଭଳି ନ୍ୟାୟ କରିପାରିବ । ରାହୁଲ ଗାନ୍ଧୀ ଯେଉଁ "ଯାତ୍ରା’ କରୁଛନ୍ତି ତାହା "ଭାରତ ତୋଡ ଅନ୍ୟାୟ ଯାତ୍ରା’ ବୋଲି ସେ କଟାକ୍ଷ କରିଛନ୍ତି ।

ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟସଭା ସାଂସଦ ପବିତ୍ର ମାର୍ଘେରିତା, ବିଜେପି ନେତା ଗୋଲକ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଯତୀନ ମହାନ୍ତି ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story