୭୬ ହଜାର ଖଣ୍ଡ ଭୋଟରେ ହାରିଲେ ନବାବ ମଲିକ

ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ନବାବ ମଲିକ।

Nawab Malik

ନବାବ ମଲିକ

Debibandita Barick
  • Published: Saturday, 23 November 2024
  • Updated: 23 November 2024, 03:18 PM IST

Sports

Latest News

ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ର ପ୍ରମୁଖ ଚେହେରା ନବାବ ମଲିକ ପରାସ୍ତ। ୬୫ ବର୍ଷୀୟ ନବାବ ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି। ୭୬ ହଜାର ୫ ଖଣ୍ଡ ଭୋଟରେ ହାରିଛନ୍ତି ନବବା ମଲିକ।

ନବାବ ଅଜିତ ପାୱାରଙ୍କ NCPର ଜଣେ ପ୍ରମୁଖ ଚେହେରା। ସେ ୨୦୧୯ ନିର୍ବାଚନରେ ଅଣୁଶକ୍ତି ନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ମନଖୁର୍ଦ ଶିବାଜୀ ନଗରୀରୁ ପ୍ରାର୍ଥୀ ହୋଇଥିଲେ। ସମାଜବାଦୀ ପାର୍ଟିର ଅବୁ ଆଜମି ତାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି।

Also Read

ଅବୁ ଆଜମି ୮୩ ହଜାର ୫୮୮ ଖଣ୍ଡ ଭୋଟ୍ ପାଇ ଥିବାବେଳେ ନବାବ ମଲିକ ମାତ୍ର ୭ ହଜାର ୫୮୩ ଭୋଟ୍ ପାଇଛନ୍ତି।

ସେପଟେ, ନବାବଙ୍କ ଗଡ଼ ଅଣୁଶକ୍ତି ନଗରରୁ ତାଙ୍କ ଝିଅ ସନା ମଲିକ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହଦ ଅହମଦ। ଫହଦ ୧୭ ରାଉଣ୍ଡ ଭୋଟ୍ ଗଣତି ପର୍ଯ୍ୟନ୍ତ ଆଗେଇ ଚାଲିଥିଲେ, କିନ୍ତୁ ୧୯ ରାଉଣ୍ଡ ବେଳକୁ ପଛରେ ପଡ଼ି ଯାଇଛନ୍ତି।

୧୯ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ସନା ମଲିକ ଆଗରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଣୁଶକ୍ତି ନଗର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇନାହିଁ। ଫଳାଫଳ ପ୍ରକାଶ ପାଇବା ପରେ କିଏ ଏହି ଗଡ଼ରୁ ବାଜି ମାରୁଛନ୍ତି, ଚିତ୍ର ସ୍ପଷ୍ଟ ହୋଇଯିବ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story