୧୯ ବର୍ଷ ପରେ ରାଗ ସୁଝାଇଲେ ବିଧାୟକ। ସାଙ୍ଗ ହେଲେ ବାଚସ୍ପତି, ବିଧାନସଭା ପାଲଟିଲା ଜେଲ୍। ପୋଲିସଙ୍କ ଦୁର୍ବ୍ୟବହାରର କଲେ ଗଣି ଗଣି ହିସାବ। ଗୋଟିଏ ଦିନ ପାଇଁ ହାଜତରେ ରହିଲା ପୋଲିସ।