Advertisment

ନାଁ ନନେଇ ବିଜେଡିକୁ ତ୍ରିଶଙ୍କୁ କହିଲା କଂଗ୍ରେସ !

ବେଙ୍ଗଲୁରୁରେ ୨୬ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି। ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି।

author-image
Manoj Swain

ବେଙ୍ଗଲୁରୁରେ ୨୬ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି। ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ନେତୃତ୍ୱରେ ହେଉଥିବା ଏହି ବୈଠକ ଦ୍ୱିତୀୟ ଥର ଲାଗି ବିରୋଧୀ ଦଳଗୁଡ଼ିକୁ ଏକାଠି କରିଛି।

Advertisment
Odisha Odisha Politics