ନାଁ ନନେଇ ବିଜେଡିକୁ ତ୍ରିଶଙ୍କୁ କହିଲା କଂଗ୍ରେସ ! | Odisha Reporter
Advertisment
ବେଙ୍ଗଲୁରୁରେ ୨୬ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି। ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ନେତୃତ୍ୱରେ ହେଉଥିବା ଏହି ବୈଠକ ଦ୍ୱିତୀୟ ଥର ଲାଗି ବିରୋଧୀ ଦଳଗୁଡ଼ିକୁ ଏକାଠି କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us