ରାଷ୍ଟ୍ରପତି ହେବାକୁ ବାଜପେୟୀଙ୍କୁ ମିଳିଥିଲା ପ୍ରସ୍ତାବ, କିନ୍ତୁ...

୨୦୦୨ ମସିହାରେ ତାଙ୍କୁ ଏପରି ପ୍ରସ୍ତାବ ଦିଆଯାଇଥିଲା। ତାଙ୍କ ଟିମ ମଧ୍ୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଜପେୟୀଙ୍କୁ ପରାମର୍ଶ ଦେଇଥିଲା।

Atal Bihari Vajpayee

ଅଟଳ ବିହାରୀ ବାଜପେୟୀ (ଫାଇଲ ଫଟୋ)

Hemant Lenka
  • Published: Monday, 16 October 2023
  • Updated: 16 October 2023, 08:35 PM IST

Sports

Latest News

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଷ୍ଟେଟ୍ସମ୍ୟାନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଏକଦା ଭାରତର ରାଷ୍ଟ୍ରପତି ପଦରେ ବସିବା ପାଇଁ ସୁଯୋଗ ମିଳିଥିଲା। ୨୦୦୨ ମସିହାରେ ତାଙ୍କୁ ଏପରି ପ୍ରସ୍ତାବ ଦିଆଯାଇଥିଲା। ତାଙ୍କ ଟିମ ମଧ୍ୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଜପେୟୀଙ୍କୁ ପରାମର୍ଶ ଦେଇଥିଲା।

ଏହାସତ୍ତ୍ୱେ ସେ ରାଷ୍ଟ୍ରପତି ହେବାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଯଦି ସେ ରାଷ୍ଟ୍ରପତି ହେବେ, ତା’ହେଲେ ଭାରତର ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା କ୍ଷତିଗ୍ରସ୍ତ ହେବ। ଏଥିସହ ଭବିଷ୍ୟତର ନେତାମାନଙ୍କ ପାଇଁ ଏହା ଗୋଟିଏ ବିପଦଜନକ ଉଦାହରଣ ସୃଷ୍ଟି କରିବ ବୋଲି ବାଜପେୟୀ କହିଥିଲେ। ଏହାପରେ ସେ ରାଷ୍ଟ୍ରପତି ହେବା ପାଇଁ ମିଳିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ବୋଲି ନୂଆ ବହିରେ ଦାବି କରାଯାଇଛି।

୧୯୯୮ରୁ ୨୦୦୪ ଯାଏ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମିଡିଆ ପରାମର୍ଶଦାତା ଭାବେ ଅଶୋକ ଟଣ୍ଡନ କାମ କରୁଥିଲେ। ଏବେ ସେ ତାଙ୍କ ବହି The Reverse Swing: Colonialism to Cooperationରେ କହିଛନ୍ତି ଯେ ରାଷ୍ଟ୍ରପତି ଭାବେ କେଆର ନାରାୟଣଙ୍କ କାର୍ଯ୍ୟକାଳ ୨୦୦୨ ମସିହାରେ ଶେଷ ହୋଇଥିଲା।

Also Read

ଏହାପରେ ବାଜପେୟୀ ହିଁ ଏପିଜେ ଅବଦୁଲ କଲାମଙ୍କ ନାଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ନେତାମାନେ ଏହି ପ୍ରସ୍ତାବରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମାଜବାଦୀ ପାର୍ଟି ଏହାକୁ ସମର୍ଥନ କରିବା ପରେ ସବୁ ରାଜନୀତିକ ଦଳ ସର୍ବସମ୍ମତିକ୍ରମେ କଲାମଙ୍କୁ ଦେଶର ରାଷ୍ଟ୍ରପତି ପଦରେ ବସାଇଥିଲେ। 

ବହିରେ ମୁଲାୟମ ସିଂହ ଯାଦବଙ୍କ ମନ୍ତବ୍ୟକୁ ମଧ୍ୟ ସାମିଲ କରାଯାଇଛି। ମୁଲାୟମ କହିଥିଲେ ଯେ “ଡ.କଲାମ ହେଉଛନ୍ତି ମୋ ପସନ୍ଦ।” ବହିରେ ଟଣ୍ଡନ କହିଛନ୍ତି ଯେ ବାଜେପୟୀଙ୍କ ଟିମ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଏଲକେ ଆଡଭାନୀଙ୍କୁ ଛାଡ଼ି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲା।

କିନ୍ତୁ ବାଜପେୟୀ ଏହି ପ୍ରସ୍ତାବ ପରେ କହିଥିଲେ ଯେ ବିଶାଳ ସଂଖ୍ୟା ଗରିଷ୍ଠତାର ସହ ଯଦି ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଉଛନ୍ତି, ତା’ହେଲେ ଏହା ଭାରତର ସଂସଦୀୟ ଗଣତାନ୍ତ୍ରିକ ପରମ୍ପରାକୁ କ୍ଷୁଣ୍ଣ କରିବ ଓ ଭବିଷ୍ୟତର ନେତାମାନଙ୍କ ପାଇଁ ଏହା ବିପଦଜନକ ଉଦାହରଣ ସୃଷ୍ଟି କରିବ। 

ଟଣ୍ଡନ ବହିରେ ଲେଖିଛନ୍ତି ଯେ “ମୋର ଠିକ ମନେଅଛି ସୋନିଆ ଗାନ୍ଧି, ପ୍ରଣବ ମୁଖାର୍ଜୀ ଓ ଡ ମନମୋହନ ସିଂହ ଏକଦା ବାଜପେୟୀଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ବାଜପେୟୀ ସେମାନଙ୍କୁ ଚକିତ କରିବା ସହ ପ୍ରଥମଥର ପାଇଁ କହିଥିଲେ ଯେ କଲାମଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇଛି।

ଏହା ଶୁଣି କଂଗ୍ରେସ ନେତାମାନେ ପୂରା ଚୁପ ହୋଇଯାଇଥିଲେ। ବେଶ କିଛି ସମୟର ନୀରବତା ପରେ ସୋନିଆ ଗାନ୍ଧି ପ୍ରଥମେ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ “ଆପଣଙ୍କ ପସନ୍ଦରେ ଆମେ ଆଶ୍ଚର୍ଯ୍ୟ। ଆମ ପାଖରେ ତାଙ୍କୁ ସମର୍ଥନ ଛଡ଼ା ଆଉ କୌଣସି ବିକଳ୍ପ ନାହିଁ। କିନ୍ତୁ ଆମେ ଆପଣଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବୁ ଓ ନିଷ୍ପତ୍ତି ନେବୁ।”

ଏହାପୂର୍ବରୁ ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଭେଙ୍କଆ ନାଇଡୁ ମଧ୍ୟ ବାଜପେୟୀଙ୍କ ସମ୍ପର୍କରେ ସମାନ କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story