Advertisment

ପ୍ରଦୀପଙ୍କୁ ଆକ୍ରମଣ ପଛରେ ବିଜେଡି ?

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ?

Advertisment

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାସ କାହିଁକି କଲେ ଆକ୍ରମଣ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାସ ନା ଆଉ କିଏ ? ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌ସରୁ ଗତକାଲି ଡିସଚାର୍ଜ ହେବା ପରେ ପ୍ରଦୀପ ଦେଇଛନ୍ତି ବିସ୍ଫୋରକ ବୟାନ। କେମିତି ଷଡ଼ଯନ୍ତ୍ର ରଚି ବିଜେଡି କରିଥିଲା ଆକ୍ରମଣ, ଗୋଟି ଗୋଟି କରି ବଖାଣିଛନ୍ତି ପ୍ରଦୀପ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp Berhampur Pradeep Panigrahi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe