ପ୍ରଦୀପଙ୍କୁ ପିଣ୍ଟୁ ପିଟିବା ପଛରେ ଅଛି କି କାରଣ ? | Odisha Reporter
ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ପଛରେ ଅଛି କି କିଛି କାରଣ ? କାହିଁକି ପିଣ୍ଟୁ ଉତ୍ତ୍ୟକ୍ତ ହୋଇ ପ୍ରଦୀପଙ୍କୁ କଲେ ଆକ୍ରମଣ ? ନିର୍ବାଚନ ସରିବା ପରେ ପିଣ୍ଟୁଙ୍କ ପ୍ରଦୀପଙ୍କୁ ଆକ୍ରମଣ ନେଇ ଚର୍ଚ୍ଚା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
