Advertisment

ପାଲ ତଳେ 40 ଡିଗ୍ରୀ !

ବାଙ୍କୀ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ।

Advertisment

ଟାଇଁ ଟାଇଁ ଖରାରେ ପାଲ ତଳେ ବିତୁଛି ଜୀବନ...ବଢ଼ିଲା ଝିଅ ସହିତ ଚାରି ପ୍ରାଣୀ କୁଟୁମ୍ବ ପାଲ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି ମାଳ ମାଳ କଚା ଓ କୁଡିଆ ଘର ରହିଛି । ଏମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାଜନୈତିକ ବାଛବିଚାର ପାଇଁ ପକ୍କା ଘର ଯୋଜନାରୁ ହୋଇଛନ୍ତି ବଞ୍ଚିତ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe