ରାଜ୍ୟରେ ବାବୁ ରାଜ ଭଳି ଗାଁରେ ମଧ୍ୟ ବାବୁ ରାଜ ସକ୍ରିୟ। ରାଜ୍ୟରେ ହଲିଗଲାଣି ଗାଁ ଗଣତନ୍ତ୍ର, ରାଜରାସ୍ତାରେ ଗର୍ଜୁଛନ୍ତି ଜନପ୍ରତିନିଧି । ଅଧିକାଂଶ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଏବେ ଆନ୍ଦୋଳନରେ। ଲୋକେ ପଚାରୁଛନ୍ତି ତୁମକୁ କାହିଁକି ଆମେ ଭୋଟ ଦେଲୁ, ତୁମେ ତ କିଛି କରିପାରୁନ। ପଞ୍ଚୟାତରାଜର ବ୍ୟବସ୍ଥା ଏମିତି ବିଡିଓ ପାଓ୍ବାରଫୁଲ, ନେତା ପାଓ୍ବାରଲେସ୍। ବିଧାନସଭା ଅଧିବେଶନ ଆସିଲା ପଳାଇଲା ହେଲେ ଏମାନଙ୍କ କଥା ଉଠିଲାନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ବିଜେପି ସରକାର ଆସିବା ଦିନଠାରୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଛି’
ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛି ବିଜେପି।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।