ଗାଁ ବାବୁରାଜ ଗିଳିବ ବିଜେଡି ଭୋଟ | Odisha Reporter
Advertisment
ରାଜ୍ୟରେ ବାବୁ ରାଜ ଭଳି ଗାଁରେ ମଧ୍ୟ ବାବୁ ରାଜ ସକ୍ରିୟ। ରାଜ୍ୟରେ ହଲିଗଲାଣି ଗାଁ ଗଣତନ୍ତ୍ର, ରାଜରାସ୍ତାରେ ଗର୍ଜୁଛନ୍ତି ଜନପ୍ରତିନିଧି । ଅଧିକାଂଶ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଏବେ ଆନ୍ଦୋଳନରେ। ଲୋକେ ପଚାରୁଛନ୍ତି ତୁମକୁ କାହିଁକି ଆମେ ଭୋଟ ଦେଲୁ, ତୁମେ ତ କିଛି କରିପାରୁନ। ପଞ୍ଚୟାତରାଜର ବ୍ୟବସ୍ଥା ଏମିତି ବିଡିଓ ପାଓ୍ବାରଫୁଲ, ନେତା ପାଓ୍ବାରଲେସ୍। ବିଧାନସଭା ଅଧିବେଶନ ଆସିଲା ପଳାଇଲା ହେଲେ ଏମାନଙ୍କ କଥା ଉଠିଲାନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us