Advertisment

ଅସନ୍ତୁଷ୍ଟ ଯିବେ କୁଆଡେ ?

ଏବେ ବିରୋଧି ସିଟରେ କେବଳ ଗୋଟିଏ ଦଳ କଂଗ୍ରେସ।

author-image
Manoj Swain

ବିଜେପି ଥିଲା ବିକଳ୍ପ ହେଲେ ମେଣ୍ଟରେ ରହିବ। ଏବେ ବିରୋଧି ସିଟରେ କେବଳ ଗୋଟିଏ ଦଳ କଂଗ୍ରେସ। ନିର୍ବାଚନ କମ ସମୟ ଥିବାରୁ ଲୋକେ କେତେ ଗ୍ରହଣ କରିବେ ? କଂଗ୍ରେସ ପାଖରେ ସୁଯୋଗ ଥିଲେ ବି ମେଣ୍ଟକୁ ଟକ୍କର ଦେବା ସ୍ଥିତିରେ ଦଳ ଅଛି ତ ? ମେଣ୍ଟ ବିରୋଧରେ ଲଢିବା ପାଇଁ ଟାଣୁଆ ନେତା ଦଳରେ ନାହାନ୍ତି କି ସମ୍ବଳ ବି ନାହିଁ। ଏବେ ଜନତାଙ୍କ ପାଖରେ ବିକଳ୍ପ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Congress