ବିଜେପି ଥିଲା ବିକଳ୍ପ ହେଲେ ମେଣ୍ଟରେ ରହିବ। ଏବେ ବିରୋଧି ସିଟରେ କେବଳ ଗୋଟିଏ ଦଳ କଂଗ୍ରେସ। ନିର୍ବାଚନ କମ ସମୟ ଥିବାରୁ ଲୋକେ କେତେ ଗ୍ରହଣ କରିବେ ? କଂଗ୍ରେସ ପାଖରେ ସୁଯୋଗ ଥିଲେ ବି ମେଣ୍ଟକୁ ଟକ୍କର ଦେବା ସ୍ଥିତିରେ ଦଳ ଅଛି ତ ? ମେଣ୍ଟ ବିରୋଧରେ ଲଢିବା ପାଇଁ ଟାଣୁଆ ନେତା ଦଳରେ ନାହାନ୍ତି କି ସମ୍ବଳ ବି ନାହିଁ। ଏବେ ଜନତାଙ୍କ ପାଖରେ ବିକଳ୍ପ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Politics
ଆପ୍ର ଚେହେରା ଏବେ ବିଜେପିରେ
ଦଳ ଛାଡି ବିଜେପିର ସାମିଲ ହେଉଛନ୍ତି ଆମ ଆଦମି ପାର୍ଟିର ବରିଷ୍ଠ ନେତା। ଯେଉଁମାନେ କାଲି ଆପର ଚେହେରା ପାଲଟିଥିଲେ ଆଜି ସେମାନେ ବିଜେପିରେ।
Politics
କ୍ଷମତାରେ ଥିବା ବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି
କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ ନ କରିବା ଭୁଲ ଥିଲା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।