ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କୁ ବଡ଼ ଝଟକା। ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ବଡ଼ମ୍ବା ବିଧାୟକ ବିଜୟ ଦଳ ବେହେରାଙ୍କ ନେତୃତ୍ୱରେ ପଦ୍ମ ଧରିଛନ୍ତି ରଘୁପତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ରାଜନୀତିର ପଶାପାଲିରେ ମହିଳାଙ୍କ ଭୋଟ୍ ଏବେ ମୁଖ୍ୟ ଆକର୍ଷଣ
ଭାରତୀୟ ନିର୍ବାଚନଗୁଡ଼ିକରେ ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଦେଖାଯାଉଛି ଯେ, ଭୋଟଦାନରେ ମହିଳାମାନଙ୍କ ଭାଗୀଦାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଭାରତୀୟ ସମ୍ବିଧାନରେ ନାରୀ ଓ ପୁରୁଷର ସବୁ କ୍ଷେତ୍ରରେ ସମାନ ଅଧିକାର ସହିତ ଭୋଟ୍ ଦାନରେ ସମସ୍ତଙ୍କର ଗୋଟିଏ ଭୋଟର ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ମହିଳାମାନଙ୍କୁ ଯେକୌଣସି ଦଳ ବା ସରକାର ଆକର୍ଷିତ କରିବା ପାଇଁ କିପରି ବ୍ୟବସ୍ଥା କରିପାରୁଛି ତାହା ଉପରେ ଅନେକ ସ୍ଥାନରେ ଭୋଟ୍ ଫଳାଫଳ ନିର୍ଭର କରୁଛି।
Politics
ସଂସଦରେ ସମ୍ବିଧାନ ଉପରେ ହେବ ବିତର୍କ
ସର୍ବଦଳୀୟ ବୈଠକରେ ହେଲା ନିଷ୍ପତ୍ତି। ଦୁଇ ଦିନ ଲୋକସଭାରେ ଓ ଦୁଇ ଦିନ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ।
Politics
ମହାରାଷ୍ଟ୍ରରେ ହାଇଡ୍ରାମା, ସିନ୍ଦେଙ୍କ ଲୁଚକାଳି ଖେଳ ଜାରି
ଦେହ ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିଲେନି ସିନ୍ଦେ। ସେପଟେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତରେ ଅଜିତ ପାୱାର।