ମୁଁ ନବମ ଶ୍ରେଣୀର ଝିଅ କହୁଛି…କାନ ଡେରି ଶୁଣ ସରକାର | Political Khatti | Election 2024 | Odisha Reporter
Advertisment
ବଡ଼ମ୍ବା-ନରସିଂହପୁର ଅଞ୍ଚଳର ଏ ଦୃଶ୍ୟ ଆଜିର ଦିନରେ ଯିଏ ଦେଖିବ ସେ ସେ ହିଁ ବୁଝିଯିବ ବିକାଶର ଅସଲ ଚିତ୍ର। ନିର୍ବାଚନ ଆସିଛି ବଡ ବଡ କଥା ସରକାର କହୁଛନ୍ତି, ବିଧାୟକ ବି ଅନେକ ସ୍ୱପ୍ନ ଦେଖାଉଛନ୍ତି। ହେଲେ ଏ ମା ଭଉଣୀଙ୍କ ଦୁଃଖ କେବେ ଦୂର ହେବ ସେନଇ ମୁହଁରେ ଯେମିତି ତୁଣ୍ଡି ପଡିଛି। ଗାଁ ଗାଁରେ ପଲିଟିକାଲ କାର୍ଯ୍ୟକ୍ରମରେ ନେତାଙ୍କୁ ମୁଖା ଖୋଲିଦେଲେ ବଡ଼ମ୍ବାବାସୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us