ସଭାମଞ୍ଚରେ କମ, ଭିଡିଓରେ ଅଧିକ କହୁଛନ୍ତି ମୁଖ୍ୟମନ୍ତ୍ରୀ

ସଭାମଞ୍ଚରେ କମ୍ କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଏତେ ଲମ୍ବା ଭିଡିଓ ଆସୁଛି କେମିତି ?

Manoj Swain
  • Published: Wednesday, 22 May 2024
  • Updated: 22 May 2024, 04:37 PM IST

Sports

Latest News

ବିଜେଡିର ରାଜନୈତିକ ସଭାରେ ମୁଖ୍ୟମନ୍ତ୍ରୀ ଭାଷଣ କମ୍ ସମୟ ପାଇଁ ରହୁଛି । ଏହି ଯୋଜନା ଭଲ ଅଛି, ସେହି ଯୋଜନା ଭଲ ଅଛି କି ବୋଲି ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ । ସୋଶାଲ ମିଡିଆରେ ନବୀନଙ୍କ ଆସୁଥିବା ଭିଡିଓର ଅବଧି ଅଧିକ ସମୟ ପାଇଁ ରହୁଛି । ତେବେ ସଭା ମଞ୍ଚରେ କମ୍ କହୁଥିବା ନବୀନ ବାବୁଙ୍କ ଏତେ ଲମ୍ବା ଭିଡିଓ ଆସୁଛି କେମିତି ? ଏହା ନବୀନଙ୍କ ଡିପ ଫେକ୍ ଭିଡିଓ ହୋଇଥାଇ ପାରେ ବୋଲି ସନ୍ଦେହ କରିଛନ୍ତି ବୈଜୟନ୍ତ । ବୈଜୟନ୍ତଙ୍କ ସିଧା ପ୍ରଶ୍ନର ଉତ୍ତର ଦେଇ ପାରୁନି ବିଜୁ ଜନତା ଦଳ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos