Advertisment

'ଛତିଶଗଡ଼ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପଡ଼ିବ'

୩ ରାଜ୍ୟରେ ବିଜେପି ଆଗୁଆ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ପ୍ରତିକ୍ରିୟା। କହିଲେ, ଆଜିର ରେଜଲ୍ଟ ମୋଦିଙ୍କ ଉପରେ ଲୋକଙ୍କ ଭରସାକୁ ପ୍ରମାଣ କରୁଛି।

Advertisment

୩ଟି ରାଜ୍ୟରେ ବିଜେପି ଆଗୁଆ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ପ୍ରତିକ୍ରିୟା। କହିଲେ, ଆଜିର ରେଜଲ୍ଟ ମୋଦିଙ୍କ ଉପରେ ଲୋକଙ୍କ ଭରସାକୁ ପ୍ରମାଣ କରୁଛି। ଏହି ରେଜଲ୍ଟ ପ୍ରଭାବ ଲୋକସଭା ନିର୍ବାଚନରେ ନିଶ୍ଚିତ ଭାବେ ପଡ଼ିବ। ମୁଁ ୨ ମାସ କାଳ ଛତିଶଗଡ଼ରେ ଥିଲି। ଲୋକଙ୍କ ମତାମତ ସ୍ପଷ୍ଟ ଥିଲା। ମୋଦିଙ୍କ ନେତୃତ୍ବରେ ଦେଶ ପ୍ରଗତି କରୁଥିବା ସେମାନେ କହିଛନ୍ତି। ଛତିଶଗଡ଼ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପଡ଼ିବ। 

Advertisment
Election Results Baijayant Panda Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe