Advertisment

ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୩୮ଜଣିଆ ନୂଆ ଟିମ୍‌ରେ ପୁଣି ସ୍ଥାନ ପାଇଲେ ବୈଜୟନ୍ତ ପଣ୍ଡା।

author-image
Manoj Swain

ଜେ ପି ନଡ୍ଡାଙ୍କ ପୁନର୍ଗଠିତ ଟିମରେ ଓଡ଼ିଶାରୁ କେବଳ ବୈଜୟନ୍ତ ପଣ୍ଡା । ୩୮ ଜଣିଆ ପଦାଧିକାରୀ ତାଲିକାରେ ତୃତୀୟ ଥର ପାଇଁ ପୁଣି ବୈଜୟନ୍ତ  ପଣ୍ଡା ଉପାଧ୍ୟକ୍ଷ। ଆସାମ ଓ ଦିଲ୍ଲୀ ରାଜନୀତିରେ ବୈଜୟନ୍ତଙ୍କ ରହିଛି ଅଖଣ୍ଡ ପ୍ରଭାବ । ବୈଜୟନ୍ତ ପୁଣିଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେବା ବଳ ଦେବ ବିଜେପିକୁ ।

Advertisment
Odisha Bjp Baijayanta Panda