ଜେ ପି ନଡ୍ଡାଙ୍କ ପୁନର୍ଗଠିତ ଟିମରେ ଓଡ଼ିଶାରୁ କେବଳ ବୈଜୟନ୍ତ ପଣ୍ଡା । ୩୮ ଜଣିଆ ପଦାଧିକାରୀ ତାଲିକାରେ ତୃତୀୟ ଥର ପାଇଁ ପୁଣି ବୈଜୟନ୍ତ ପଣ୍ଡା ଉପାଧ୍ୟକ୍ଷ। ଆସାମ ଓ ଦିଲ୍ଲୀ ରାଜନୀତିରେ ବୈଜୟନ୍ତଙ୍କ ରହିଛି ଅଖଣ୍ଡ ପ୍ରଭାବ । ବୈଜୟନ୍ତ ପୁଣିଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେବା ବଳ ଦେବ ବିଜେପିକୁ ।