Advertisment

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ

‘୨୪ ‍ ‍ବର୍ଷ ହେଲା ଗୋଟିଏ ଦଳର ଶାସନ ଚାଲିଛି। ଏପର୍ଯ୍ୟନ୍ତ କାହିଁକି ଲକ୍ଷ ଲକ୍ଷ ଓଡ଼ିଆ ଭାଇମାନେ ଅନ୍ୟ ପ୍ରଦେଶରେ ଓ ଅନ୍ୟ ଦେଶକୁ କାମ କରିବାକୁ ଯାଉଛନ୍ତି?’

author-image
Jitendra Garnayak

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି କରିଛନ୍ତି ପ୍ରଚାର । ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଉପସ୍ଥିତ ଜନସାଧାରଣଙ୍କୁ ସେ କହିଥିଲେ, ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ- କାହା ପାଇଁ ଏହି ଭୋଟ୍ ମାଗୁଛନ୍ତି? ଉତ୍ତରାଧିକାରୀ କିଏ? ଏହି ଭୋଟ ନେଇ ଆଗାମୀ ଦିନରେ କିଏ ଆଗକୁ ବଢ଼ିବେ? କିଏ ଶାସନ ଚଲେଇବ?

Advertisment
Bjp Baijayant Jay Panda