\'ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ\' | Odisha Reporter
Advertisment
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି କରିଛନ୍ତି ପ୍ରଚାର । ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଉପସ୍ଥିତ ଜନସାଧାରଣଙ୍କୁ ସେ କହିଥିଲେ, ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ- କାହା ପାଇଁ ଏହି ଭୋଟ୍ ମାଗୁଛନ୍ତି? ଉତ୍ତରାଧିକାରୀ କିଏ? ଏହି ଭୋଟ ନେଇ ଆଗାମୀ ଦିନରେ କିଏ ଆଗକୁ ବଢ଼ିବେ? କିଏ ଶାସନ ଚଲେଇବ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us