ପାଟଣାଗଡ଼ ବିଜେଡି ବାଦିପାଲା ! | Odisha Reporter
Advertisment
ଜାନୁଆରୀ ୨୦୨୩ ମସିହାରେ ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ କଳିକେଶ ସିଂଦେଓଙ୍କ ଉପସ୍ଥିତିରେ ହୋଇଥିଲା ମିଶ୍ରଣ ପର୍ବ । ବିଜେଡିରେ ମିଶିଥିଲେ ପାଟଣାଗଡର କଂଗ୍ରେସ ନେତା, ସ୍ବର୍ଗତ କିଶୋର ପରିଚ୍ଛାଙ୍କ ପୁଅ ଶିବାନନ୍ଦ ପରିଚ୍ଛା । ଶିବାନନ୍ଦ କେନ୍ଦୁପତ୍ର ତୋଳାଳୀ ସଂଘର ରାଜ୍ୟ ସଂପାଦକ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us