Advertisment

ନେତା ଗାଏବ୍‌!

ଏହା ୨୦୧୯ ନିବାର୍ଚନ ସମୟର ଚିତ୍ର। କଂଗ୍ରେସର ଭେଟେରାନ ନରସିଂହ ମିଶ୍ରଙ୍କ ସହ ଫାଇଟ କରିଥିଲେ ବିଜେଡିର ନବାଗତ ଅର୍କେଶ ନାରାୟଣ ସିଂଦେଓ। ମାତ୍ର ପାଂଚ ହଜାର ଭୋଟ ବ୍ୟବଧାନରେ ନିବାର୍ଚନ ହାରିଥିଲେ ଅର୍କେଶ। ଏହା ପରେ ପୌରସଂସ୍ଥା ନିର୍ବାଚନକୁ ବିଜେଡି ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଥିଲା। ଏଥିରେ ପୌରାଧ୍ୟକ୍ଷା ହୋଇଥିଲେ ଲିକା ସାହୁ। ହେଲେ ଏବେ ଆଉ ମୈଦାନରେ ଦେଖିବାକୁ ମିଳୁନାହାନ୍ତି ଆର୍କେଶ ନାରାୟଣ ସିଂହଦେଓ। କ’ଣ ହେଲା ତାଙ୍କର?

author-image
Debendra Prusty

Odisha BjD Congress Narasingha Mishra