Advertisment

ନରସିଂହ ବନାମ କଳିକେଶ, ନିର୍ବାଚନ ଆସିଗଲା କି ?

ଉଦଘାଟନକୁ ନେଇ ଚାଲିଛି ସିଂହ ଲଢ଼େଇ। ନରସିଂହ ବନାମ କଳିକେଶ, ଆଉ ଚର୍ଚ୍ଚାରେ ବାକ ଯୁଦ୍ଧ।

author-image
Manoj Swain

ନିର୍ବାଚନ ପୂର୍ବରୁ ବଲାଙ୍ଗିରରେ ରାଜନୀତି ଉଷ୍ମତା । ଗୋଟିଏ ଦୁଲଦୁଲି ଅନ୍ୟପଟେ ରୋଷଣୀ। ଉଦଘାଟନକୁ ନେଇ ଚାଲିଛି ସିଂହ ଲଢ଼େଇ। ନରସିଂହ ବନାମ କଳିକେଶ, ଆଉ ଚର୍ଚ୍ଚାରେ ବାକ ଯୁଦ୍ଧ। 

Advertisment
Odisha Balasore