ନନା ଧରିଛନ୍ତି ଲେଖାଙ୍କ ଠିକ୍ ପଏଣ୍ଟ | Odisha Reporter
ଲେଖାଶ୍ରୀ ସାମନ୍ତସିଂହାରଙ୍କ ଧଜିଆ ଉଡାଇଲେ ପ୍ରତାପ ନନା। ବିଜେପି ଛାଡି ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀଙ୍କ ପୋଲ ଖୋଲିଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗତକାଲି ପ୍ରତାପ ନନା ମଞ୍ଚ ଉପରୁ ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ଦୋ ମୁହାଁ ନୀତିକୁ ନେଇ ଟାର୍ଗେଟ କରିଥିଲେ। ସେ ପ୍ରଥମେ ଲେଖାଶ୍ରୀଙ୍କ ଅଡିଓ ଟ୍ୟାପ୍ ବଜାଇଲେ। ତା’ପରେ ଥଟାରେ ‘ଟ୍ୟାପବାଲୀ ଦିଦି’ ବୋଲି ସମ୍ୱୋଧନ କରି ଲେଖାଶ୍ରୀ ଓ ନବୀନ ପଟ୍ଟନାୟକଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
