ସଭାମଞ୍ଚରେ ଅଡିଓ ଶୁଣାଇ ଲେଖାଶ୍ରୀଙ୍କୁ ଟାର୍ଗେଟ କଲେ ପ୍ରତାପ ନନା

  • Published: Sunday, 26 May 2024
  • , Updated: 26 May 2024, 12:47 PM IST

ଲେଖାଶ୍ରୀ ସାମନ୍ତସିଂହାରଙ୍କ ଧଜିଆ ଉଡାଇଲେ ପ୍ରତାପ ନନା। ବିଜେପି ଛାଡି ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀଙ୍କ ପୋଲ ଖୋଲିଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗତକାଲି ପ୍ରତାପ ନନା ମଞ୍ଚ ଉପରୁ ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ଦୋ ମୁହାଁ ନୀତିକୁ ନେଇ ଟାର୍ଗେଟ କରିଥିଲେ। ସେ ପ୍ରଥମେ ଲେଖାଶ୍ରୀଙ୍କ ଅଡିଓ ଟ୍ୟାପ୍‌ ବଜାଇଲେ। ତା’ପରେ ଥଟାରେ ‘ଟ୍ୟାପବାଲୀ ଦିଦି’ ବୋଲି ସମ୍ୱୋଧନ କରି ଲେଖାଶ୍ରୀ ଓ ନବୀନ ପଟ୍ଟନାୟକଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଦେଖନ୍ତୁ ପୂରା ରିପୋର୍ଟ। 

Related story