Advertisment

ବିକ୍ରମଙ୍କ ମୁଣ୍ଡରେ ଜେନାଙ୍କ ହାତ ?

ବାଲେଶ୍ବର ସହରରେ ଏବେ ଗୋଟିଏ ଚର୍ଚ୍ଚା ବିକ୍ରମ ପଣ୍ଡା। ହଠାତ କେମିତି ବଳିଆନ୍ ହୋଇଗଲେ ବିକ୍ରମ। ଏହା ପଛରେ ରହିଛି କାହାର ହାତ । ବିକ୍ରମ ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ବିରୋଧରେ ଛୋଟମୋଟ ଆନ୍ଦୋଳନ କରୁଥିଲେ ।

Advertisment

ବାଲେଶ୍ବର ସହରରେ ଏବେ ଗୋଟିଏ ଚର୍ଚ୍ଚା ବିକ୍ରମ ପଣ୍ଡା। ହଠାତ କେମିତି ବଳିଆନ୍ ହୋଇଗଲେ ବିକ୍ରମ। ଏହା ପଛରେ ରହିଛି କାହାର ହାତ । ବିକ୍ରମ ସଦର ବିଧାୟକ ସ୍ବରୂପ ଦାସଙ୍କ ବିରୋଧରେ ଛୋଟମୋଟ ଆନ୍ଦୋଳନ କରୁଥିଲେ । ହେଲେ ଅଗଷ୍ଟ କ୍ରାନ୍ତି ଦିବସରେ ବିଧାୟକଙ୍କୁ ଖୋଲାଖୋଲି ଚାଲେଞ୍ଜ କରି ସମସ୍ତଙ୍କୁ ଚମକାଇ ଦେଲେ ।

Advertisment
Odisha BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe